ଆଜିର ଆଧୁନିକ ତଥା ଡିଜିଟାଲ୍ ଯୁଗରେ ଆମେ ଏକ ବଡ଼ ଭ୍ରମରେ ବଞ୍ଚୁଛୁ ଯେ ଗ୍ରାହକ ଭାବରେ ଆମ ପାଖରେ ବାଛିବା ପାଇଁ ଅନେକ ବିକଳ୍ପ ରହିଛି। ଗୋଟିଏ ଥର ନିଜ ସ୍ମାର୍ଟଫୋନ୍ ଉପରେ ନଜର ପକାନ୍ତୁ। ଆମେ ଦିନ ତମାମ ଯେଉଁ ସବୁ ସେବା ବ୍ୟବହାର କରୁଛୁ, ସେଥିରେ ପ୍ରକୃତରେ କେତୋଟି କମ୍ପାନୀର ନିୟନ୍ତ୍ରଣ ରହିଛି? ଦେ…
Read more